Below header
Browsing Tag

pink eye

ଆଖିର ରଙ୍ଗ ବଦଳୁଥିଲେ ସାବଧାନ! ହୋଇପାରନ୍ତି କରୋନା ସଂକ୍ରମିତ

ସାରା ବିଶ୍ୱରେ ଏବେ କରୋନା ଭାଇରସର ଆତଙ୍କ ଜାରି ରହିଛି। କରୋନା ଯେତେ ବ୍ୟାପୁଛି ଏହାର ଲକ୍ଷଣ ମଧ୍ୟ ସେତିକି ସେତିକି ପଦାକୁ ଆସୁଛି। ନିକଟରେ କରୋନାକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ ଏବେ ଆଖିର ରଙ୍ଗରୁ ବି କରୋନା ହୋଇଛି କି ନାହିଁ ଜଣାପଡ଼ିବ। ଅର୍ଥାତ ଆଖିର ରଙ୍ଗ କହିବ ଆପଣ…