Browsing Tag

plane in the tunnel

ଇସ୍ତାନବୁଲ ପାଇଲଟଙ୍କ ଅଜବ କାରନାମା, ସୁଡଙ୍ଗରେ ଉଡାଇଲେ ପ୍ଲେନ: ଦେଖନ୍ତୁ ଭିଡିଓ

ଆପଣ ସବୁବେଳେ ପ୍ଲେନ ବିମାନ ବନ୍ଦରର ରନୱେରେ ଟେକଅପ୍ କରି ଉଡିଥାଏ। କିନ୍ତୁ କେବେ ସୁଡଙ୍ଗରେ ଉଡିବା କଥା ଶୁଣିଛନ୍ତି କି ଦେଖିଛନ୍ତି କି ? ସୁଡଙ୍ଗରେ ଚାଲିକରି ଯିବା କଷ୍ଟକର ହୋଇପଡିଥିବା ବେଳେ ବିମାନ ଉଡିବା ଆଶ୍ଚର୍ଯ୍ଯ ଲାଗୁଛି। ଜଣେ ଅଭିଜ୍ଞ ରେସ ଏବଂ ଷ୍ଟଣ୍ଟ ପାଇଲଟ ଡାରିୟୋ କୋଷ୍ଟ…