Below header
Browsing Tag

pm all party meeting

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର(କେ ନ୍ୟୁଜ): ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ଟା ୩୦ରେ ବସିବ ବୈଠକ। ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ।…

ଦିଲ୍ଲୀରେ ଜମ୍ମୁ କଶ୍ମୀର ସୁପ୍ରିମ ମିଟିଂ, ଗୁପକାର ମେଣ୍ଟ ନେତାଙ୍କ ସହ ମୋଦିଙ୍କ ବୈଠକ

ନୂଆଦିଲ୍ଳୀ: ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ । ଏଥିପାଇଁ ଦିଲ୍ଳୀରେ ପହଁଚିସାରିଛନ୍ତି ଜମ୍ମୁ, କଶ୍ମୀର ନେତା । ଗୁପକାର ମେଣ୍ଟ ନେତାଙ୍କ ସହ ବୈଠକ କରିବେ ମୋଦି । ସର୍ବଦଳୀୟ ବୈଠକରେ ଏଜେଣ୍ଡା କ’ଣ, ଏହାରି ଉପରେ ନଜର ରହିଛି । ବୈଠକରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ…