Browsing Tag

pm modi biopic

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହେବାକୁ ଯାଉଛି ବାୟୋପିକ୍ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କ ଉପରେ ବାୟୋପିକ୍ ଘୋଷଣା କରାଯାଇଛି । ଯାହାର ନାଁ ମା’ ବନ୍ଦେ: ଦି ଆନ୍ଥେମ୍ ଅଫ୍ ଏ ମା’ ହେବାକୁ ଯାଉଛି । ଏଥିରେ ମାଲାୟାମ୍ ଅଭିନେତା ଉନ୍ନି ମୁକୁନ୍ଦନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଦେଖିବାକୁ ପାଇବେ…

ଏହି ଦିନ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ ‘ପିଏମ୍‌ ମୋଦି’, ଦେଖନ୍ତୁ ଟ୍ରେଲର

ବିବେକ ଓବରୟଙ୍କ ଅଭିନୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ର ହେବାକୁ ଯାଉଛି ଡିଜିଟାଲ ରିଲିଜ୍‌। ରିଲିଜ୍‌ ପୂର୍ବରୁ ଫିଲ୍ମର ଡିଜିଟାଲ ଟ୍ରେଲର ସାମ୍ନାକୁ ଆସିଛି। ଏନେଇ ସୂଚନା ଦେବା ଅବସରରେ ବିବେକ କହିଛନ୍ତି, ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ଖୁବ୍‌…