Below header
Browsing Tag

poison food

ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ଜୀବନ, ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ

ଯାଜପୁର (କେନ୍ୟୁଜ୍‌): ମୃତ୍ୟୁ ଯେ କେତେବେଳେ ଆସିବ ତାହା କେହି କହି ପାରିବେନି । ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ହେବା ପରେ ହସ୍ପିଟାଲରେ ଦେଖାଯାଇଛି ଶୋକାକୂଳ ପରିବେଶ । ବିଷାକ୍ତ ଖାଦ୍ୟ ଖାଇ ପାଖାପାଖି ୨୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଜଣଙ୍କ…

ବାସି ଭୋଗ ଖାଇ ୧୫ ଜଣ ଅସୁସ୍ଥ, ଜଣେ ମୃତ

ସୋର (କେନ୍ୟୁଜ) : ବାସି ଭୋଗ ଖାଇ ୧୫ ଜଣ ଅସୁସ୍ଥ , ଜଣେ ମୃତ୍ୟୁ। ସମସ୍ତ ଅସୁସ୍ଥଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାନଗା ବ୍ଲକ ତାଳକୁରୁଣିଆ ଓ ଅଠିଲାବାଜ ଗ୍ରାମରେ ଗତକାଲି ରଥଯାତ୍ରା ହୋଇଥିବା ଭୋଗ ଆଜି ଖାଇ ୧୫ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତେ ମେଡିକାଲରେ ଚିକିତ୍ସିତ ହୋଇଥିବା…