ଜଳଛତ୍ରରେ ରଖାଯାଇଥିବା ମାଟି ହାଣ୍ଡିରେ କୀଟନାଶକ ବିଷ ମିଶାଇଦେଲେ ଦୁର୍ବୃତ୍ତ ! ୨ ପୁଅ ଓ ଜଣେ ଝିଅ ଗୁରୁତର
କାଲିମେଳା(କେନ୍ୟୁଜ୍): ଜଳଛତ୍ରରେ ବିଷ। ପାଣି ରଖାଯାଇଥିବା ମାଟି ହାଣ୍ଡିରେ କେହି ଦୁର୍ବୃତ୍ତ କୀଟନାଶକ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ବିଷ ମିଶା ପାଣି ୨ ପୁଅ ଓ ଜଣେ ଝିଅ ଗୁରୁତର ହୋଇଛନ୍ତି।
ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।…