Below header
Browsing Tag

police died on duty in odisha

କଟକ : ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ ପୋଲିସ୍‌

 କଟକ(କେନ୍ୟୁଜ୍‌) : କଟକ ଏସ୍‌ସିବି ମେଡିକାଲ୍‌ରେ ଡ୍ୟୁଟି କରୁଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ପୋଲିସ୍‌ କର୍ମଚାରୀ ହେଲେ ଓଏସଏପି ୬ଷ୍ଠ ବାଟାଲିଅନର ହାବିଲଦାର ବିଭୂତି ଭୂଷଣ ପ୍ରଧାନ । ଏସସିବିରେ ଡ୍ୟୁଟି କରୁଥିବା ବେଳେ ହଠାତ୍ ଟଳି ପଡିଥିଲେ ।…