ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ୮ ହଜାର ଟଙ୍କା ଜବତ
ଜଗତସିଂହପୁର : ଭିଜିଲାନ୍ସ ହାତରେ ଗିରଫ ହେଲେ ଲାଞ୍ଚଖୋର କୁଜଙ୍ଗ ଥାନାର ସବଇନ୍ସପେକ୍ଟର ବିବେକାନନ୍ଦ ସାହୁ । ସୁଚନା ମୁତାବକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ସବଇନ୍ସପେକ୍ଟର ବିବେକାନନ୍ଦ ସାହୁ । ଯାହାଙ୍କ ନାମରେ ବହୁତ ଅଭିଯୋଗ ହୋଇଆସୁଥିଲା । କିଛି ବର୍ଷ ତଳେ ନାଉଗାଁ ଥାନାରେ…