Below header
Browsing Tag

police officer apology

ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ କ୍ଷମା ମାଗିଲେ ୩ ପୋଲିସ କର୍ମଚାରୀ, ଅଢ଼େଇ ମାସ ପରେ ଆନ୍ଦୋଳନ ପ୍ରତ୍ୟାହୃତ

କଟକ(କେନ୍ଯୁଜ୍) : କଟକରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ହାଇକୋର୍ଟରେ ଶୁଣାଣି । କୋର୍ଟରେ ତିନି ଜଣ ପୋଲିସ କର୍ମଚାରୀ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ତିନି ଜଣ ଆକ୍ରମଣ ଘଟଣାରେ ଜଡ଼ିତ ଥିଲେ । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଆଡଭୋକେଟ…