Below header
Browsing Tag

Police raid gambling den

ଜୁଆ ଆଡ୍ଡାରେ କମିଶନରେଟ ପୋଲିସର ଚଢ଼ଉ; ୫ ଜୁଆଡ଼ି ଗିରଫ, କାର ସହ କୋଟିଏ ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ଏକ କୋଟି ଟଙ୍କା ଜବତ କରିଛି। ଏୟାରପୋର୍ଟ ଥାନା ଅଞ୍ଚଳରେ ଓୟୋ ରୁମ୍‌ରେ ଅନଲାଇନ ବେଟିଂ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହି ଘଟଣାରେ ଝାଡ଼ଖଣ୍ଡର ୫ ଜଣ ଜୁଆଡ଼ିଙ୍କୁ ଗିରଫ…

ଡ଼େଲାଙ୍ଗ କୁର ତ୍ରିନାଥ ମନ୍ଦିରରେ ଜୁଆ ଆଡ୍ଡା ଚାଲିଥିବାବେଳେ ପୋଲିସର ଚଢାଉ, ୭ ଗିରଫ

ପିପିଲି: ପୁରୀ ଜିଲ୍ଲା ଡ଼େଲାଙ୍ଗ ଅଂଚଳ କୁର ତ୍ରିନାଥ ମନ୍ଦିରରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୭ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ତାସ, ମୋବାଇଲ ନଗଦ ଟଙ୍କା ଏବଂ ମୋଟର ସାଇକେଲ ଜବତ କରାଯାଇଛି । ଏହା ପରେ ସେମାନଙ୍କୁ କୋଭିଡ଼ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇଥିଲାା…