Below header
Browsing Tag

police to donate blood

୧୦୦ରେ ଫୋନ୍‌ କଲେ ରକ୍ତଦାନ କରିବେ ପୋଲିସ୍‌ କର୍ମଚାରୀ

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ଆପଣଙ୍କ ରୋଗୀକୁ ରକ୍ତ ଦରକାର କି ? ତେବେ ଏଥିରେ ସହାୟତା କରିବ ପୋଲିସ୍‌ । ଅର୍ଥାତ୍‌ ଆମ ପୋଲିସ୍‌ କର୍ମୀ ରକ୍ତ ଯୋଗାଇ ଦେବେ । ତାହା ପୁଣି ନିଜେ ଦେବେ । ଏଭଳି ଏକ ଲୋକାଭିମୁଖୀ ଘୋଷଣା କରିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର । ଅବଶ୍ୟ ପ୍ରଥମେ ସୁନ୍ଦରଗଡ଼…