Below header
Browsing Tag

police van accident

ନୂଆବର୍ଷ ପାଇଁ ଡ୍ୟୁଟି କରିବା ସମୟରେ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୪ ପୋଲିସ କର୍ମଚାରୀ ଗୁରୁତର ଆହତ

ସମ୍ବଲପୁର(କେନ୍ୟୁଜ୍): ଡ୍ୟୁଟି କରିବା ସମୟରେ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ସମ୍ବଲପୁରରେ ଏହି ଦୁର୍ଘଟଣା ଘଟିଛି। ନୂଆବର୍ଷ ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ରାତି ତମାମ କଡ଼ାକଡି ପାଟ୍ରୋଲିଙ୍ଗ୍‌ ଚାଲିଥିଲା। ଏହି ସମରେ ଅଇଁଠାପାଲି ପୋଲିସର ଏକ ପିସିଆର୍‌ ଟିମ୍‌ ଡ୍ୟୁଟି କରୁଥିବା…

ଗଞ୍ଜେଇ ଭର୍ତ୍ତି କାର୍‌କୁ ପିଛା କରି ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ, IIC ହେଲେ ଆହତ

କନ୍ଧମାଳ(କେନ୍ୟୁଜ୍):  ଗଞ୍ଜେଇ ଚୋରାଚାଲଣକାରୀଙ୍କୁ ଧରିବାକୁ ଯାଇ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ରାଇକିଆ ଦେଇ ଏକ ଇଣ୍ଡିଗୋ କାରରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ରାଇକିଆ ଥାନା ଅଧିକାରୀ ଟିମ୍‌ ଧରି ଜଗିରହିଥିଲେ ।…

ପେଟ୍ରୋଲିଂ ବେଳେ ଓଲଟିଲା ପୋଲିସ ଭ୍ୟାନ, କର୍ମଚାରୀ ଆହାତ

ଯାଜପୁର: ଗତକାଲି ବିଳମ୍ବିତ ରାତିରେ ବରି ପୋଲିସର ଏକ ଟିମ ପେଟ୍ରୋଲିଂ କରୁଥିବା ସମୟରେ ହଠାତ ଭ୍ୟାନଟି ରାସ୍ତା କଡକୁ ଓଲଟି ପଡିଥିଲା। ଯାହାଫଳରେ କର୍ମଚାରୀ ମାନେ ଆହାତ ହୋଇପଡିଛନ୍ତି। ସୂଚନା ମୁତାବକ ବିଳମ୍ବିତ ରାତିରେ ପୋଲିସ ଭ୍ୟାନ ପେଟ୍ରୋଲଂ କରୁଥିବା ସମୟରେ ହରିପୁର-ନହଣ ଗାଁ ରାସ୍ତ…

ସୋରରେ ପୁଣି ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍‌

ସୋର(କେନ୍ୟୁଜ୍) : ସୋରରେ ପୁଣି ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ । ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍‌ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୋଲିସ କର୍ମୀ । ଗତକାଲି ରାତିରେ ଜାତୀୟ ରାଜପଥ ଛପୋଲିଆ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ଜଣ ଆହତ ହୋଇଥିଲେ ।…

ସୋର-କୁପାରୀ ରାସ୍ତାର ସାଦ୍ଧିକପୁରଠାରେ ଖଇରା ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ

ସୋର(କେନ୍ୟୁଜ୍) : ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ସୋର-କୁପାରୀ ରାସ୍ତାର ସାଦ୍ଧିକପୁରଠାରେ ଖଇରା ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପୋଲିସ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ଏଏସଆଇ ପ୍ରଦୀପ କୁମାର ମହାନ୍ତି ଆହତ ହୋଇଛନ୍ତି। ଡ୍ରାଇଭରଙ୍କ ଛାତି ଓ ମୁଣ୍ଡରେ…