Below header

ସୋରରେ ପୁଣି ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍‌

ସୋର(କେନ୍ୟୁଜ୍) : ସୋରରେ ପୁଣି ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ । ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରକ୍‌ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୋଲିସ କର୍ମୀ । ଗତକାଲି ରାତିରେ ଜାତୀୟ ରାଜପଥ ଛପୋଲିଆ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଦୁଇ ଜଣ ଆହତ ହୋଇଥିଲେ ।

trଆହତଙ୍କୁ ଉଦ୍ଧାର କରି ପୋଲିସ ଭ୍ୟାନ୍‌ରେ ମେଡିକାଲ ପଠାଉଥିବା ବେଳେ ବିପରିତ ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ପୋଲିସ ଭ୍ୟାନ୍‌ରେ ୪ ଜଣ ପୋଲିସ କର୍ମଚାରୀ ଥିଲେ । ସେହିପରି ଥାନା ଆଗରେ ଏକ ଟ୍ରକ୍‌କୁ ମଧ୍ୟ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେଇଥିଲେ । ଟ୍ରକ୍‌ଟି ଚୁରମାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.