ଚନ୍ଦାହାଣ୍ଡି-ଝରିଗାଁ ଘାଟିରେ ମାଓପୋଷ୍ଟର

ନବରଂଗପୁର(କେନ୍ୟୁଜ୍) : ନବରଂଗପୁର ଝରିଗାଁରେ ମାଓ ପୋଷ୍ଟର । ଚନ୍ଦାହାଣ୍ଡି-ଝରିଗାଁ ଘାଟିରେ ମାଓବାଦୀ ପୋଷ୍ଟର ଲଗାଇଛନ୍ତି । PLGA ସପ୍ତାହ ପାଳନ ପାଇଁ ପୋଷ୍ଟରରେ ଆହ୍ଵାନ ଦେଇଛି ଲାଲ ବାହିନୀ । ପଛୁଆବର୍ଗଙ୍କ ଜମି ବଞ୍ଚାଇବାକୁ ଆନ୍ଦୋଳନ କରିବା ନେଇ ପୋଷ୍ଟରରେ ଆହ୍ଵାନ ଦିଆଯାଇଛି । ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟର ମରାଯାଇଛି ।