Below header

ରିଲିଜ ପୂର୍ବରୁ ସାକ୍ରେଡ୍‌ ଗେମସ୍‌-ଟୁର କାହାଣୀ ଲିକ୍‌

ନେଟ୍‌ଫ୍ଲିକ୍ସର ବହୁ ଚର୍ଚ୍ଚିତ ସିରିଜ ସାକ୍ରେଡ୍‌ ଗେମସ୍‌ର ସେକେଣ୍ଡ ସିଜିନର ସୁଟିଂ ଆରମ୍ଭ ହୋଇଛି । ତେବେ ସିରିଜ ରିଲିଜ ପୂର୍ବରୁ ଏହାର କାହାଣୀ ଲିକ୍‌ ହୋଇଯାଇଛି । ଦ୍ୱିତୀୟ ପାର୍ଟରେ ସରତାଜ୍‌ ଓ ଗାଏତୋଣ୍ଡେଙ୍କ କାହାଣୀ କେନିଆରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଏଥର ଅଣ୍ଡରଓ୍ଵାଲର୍ଡ ସହ ଯୋଡାଯିବ ।

sacred_games_iମରାଠୀ ଅଭିନେତ୍ରୀ ଅମୃତା ସୁଭାଷ ଏହି ସିରିଜରେ ନଜର ଆସିବେ । ସୈଫ୍‌ ଅଲ୍ଲୀ ଖାନ, ନଓ୍ଵାଜୁଦ୍ଦିନ୍‌ ସିଦ୍ଧିକିଙ୍କୁ ପୁଣି ଥରେ ରିପିଟ୍‌ କରାଯାଇଛି ଏହି ୱେବ ସିରିଜରେ। ସାକ୍ରେଡ୍‌ ଗେମସର ପ୍ରଥମ ଭାଗ ସୁପରହିଟ ହୋଇଛି । ଏଥିରେ ସୈଫଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ ଦର୍ଶକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.