ନୂଆବର୍ଷ ପାଇଁ ଡ୍ୟୁଟି କରିବା ସମୟରେ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ, ୪ ପୋଲିସ କର୍ମଚାରୀ ଗୁରୁତର ଆହତ

ସମ୍ବଲପୁର(କେନ୍ୟୁଜ୍): ଡ୍ୟୁଟି କରିବା ସମୟରେ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ସମ୍ବଲପୁରରେ ଏହି ଦୁର୍ଘଟଣା ଘଟିଛି। ନୂଆବର୍ଷ ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ରାତି ତମାମ କଡ଼ାକଡି ପାଟ୍ରୋଲିଙ୍ଗ୍‌ ଚାଲିଥିଲା।

ଏହି ସମରେ ଅଇଁଠାପାଲି ପୋଲିସର ଏକ ପିସିଆର୍‌ ଟିମ୍‌ ଡ୍ୟୁଟି କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯେଉଁଥିରେ ୪ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.