Browsing Tag

politics for power

ପାୱାର ଓ ପୋଜିସନ ପାଇଁ କୁଛ ଭି କରେଗା……ଇଏ ପରା ରାଜନୀତି !

ରାଜନୀତିରେ ସତରେ କେତେବେଳେ କଣ ଘଟିବ ତାର ପୂର୍ବାନୁମାନ କରିବା ମୁସ୍କିଲ ।  ଆଉ ଏବେ ଦେଶରେ ଯାହା ଘଟୁଛି ତାକୁ ଦେଖିଲେ ଏକଥା ଆହୁରି ଦୃଢ ହୋଇ ଯାଉଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ପ୍ରସଙ୍ଗକୁ ନିଅନ୍ତୁ, ସେ ଗୋଟିଏ ସମୟରେ ବିଜେପିର ଜଣେ ପ୍ରଭାବଶାଳୀ ନେତା ଥିଲେ ।…