Below header
Browsing Tag

porn photo

ଭାଉଜର ଅଶ୍ଳୀଳ ଫଟୋ ଇଣ୍ଟରନେଟ୍‌ରେ ଅପଲୋଡ କରୁଥିଲା ନଣନ୍ଦ, ଏପରି ଖୋଲିଲା ରାଜ୍‌

ନଣନ୍ଦ ଭାଉଜ ଭଳି ସମ୍ପର୍କରେ ଲାଗିଲା କଳଙ୍କ। ନିଜ ଭାଉଜର ଅଶ୍ଳୀଳ ଫଟୋକୁ ଇଣ୍ଟରନେଟରେ ଅପଲୋଡ କରି ଫସିଯାଇଛି ନଣନ୍ଦ। ଏପରି ଏକ ଘଟଣା ଅମୃତସର ତିଲକ ନଗର ଘଟିଛି। ନଣନ୍ଦ ଭାଉଜ ନାମରେ ଫେକ୍‌ ଆକାଉଣ୍ଟ କରି ସେଥିରେ ବିଭିନ୍ନ ପ୍ରକାରର ଅଶ୍ଳୀଳ ଫଟୋ ଅପଲୋଡ କରିଥିଲେ। ପରେ ଭାଉଜଙ୍କ ବ୍ୟକ୍ତିଗତ…