ସାମ୍ନାକୁ ଆସିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୁଣ୍ଡରେ ଲାଗିଛି ଶକ୍ତ ଆଘାତ
ଭୁବନେଶ୍ବର : ଭୁବନେଶ୍ୱରରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଜାରି ରହିଥିବାବେଳେ ଏହାରି ଭିତରେ ଆସିଛି ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ଘଟିଥିବା କୁହାଯାଇଛି । ଟ୍ରେନ୍ ଆଘାତ ଫଳରେ ତାଙ୍କ ମୁଣ୍ଡରେ ଶକ୍ତ…