Browsing Tag

potato truck turned

ରାସ୍ତା ଉପରେ ଅଜାଡି ହୋଇପଡିଲା ବସ୍ତା ବସ୍ତା ଆଳୁ, ବସ୍ତାରେ ପୁରାଇ ବୋହି ନେଇଗଲେ ଲୋକେ

ଯାଜପୁର(କେନ୍ଯୁଜ୍): ଓଲଟିଲା ଆଳୁ ବୋଝେଇ ଟ୍ରକ । ରାସ୍ତା ଉପରେ ଅଜାଡି ହୋଇପଡିଲା ବସ୍ତା ବସ୍ତା ଆଳୁ । ବ୍ୟାଗ, ବସ୍ତାରେ ପୁରାଇ ବୋହି ନେଇଗଲେ ଲୋକେ । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଛତିଆଠାରେ ଏକ ଆଳୁ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଏକ ସିମେଣ୍ଟ ବୋଝେଇ ଟ୍ରକ । ଫଳରେ…