Browsing Tag

ppolice asi

୨୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ମଧୂପାଟଣା ଥାନା ASI

କଟକ(କେନ୍ୟୁଜ୍):  ପୁଣି ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଜଣେ  ଲାଞ୍ଚୁଆ ଏଏସଆଇ। ୨୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି ମଧୂପାଟଣା ଥାନା ଏଏସଆଇ ପ୍ରଣବ ପ୍ରହରାଜ।   ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏଏସଆଇଙ୍କ ଘରେ ରେଡ଼ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ଯାଞ୍ଚ କରୁଛି…