Below header

୨୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ମଧୂପାଟଣା ଥାନା ASI

କଟକ(କେନ୍ୟୁଜ୍):  ପୁଣି ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ଜଣେ  ଲାଞ୍ଚୁଆ ଏଏସଆଇ। ୨୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି ମଧୂପାଟଣା ଥାନା ଏଏସଆଇ ପ୍ରଣବ ପ୍ରହରାଜ।   ଭିଜିଲାନ୍ସ କଟକ ଡିଭିଜନ ପକ୍ଷରୁ ଏଏସଆଇଙ୍କ ଘରେ ରେଡ଼ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ଯାଞ୍ଚ କରୁଛି ଭିଜିଲାନ୍ସ।

ମିଳିଥିବାର ଖବର ମୁତାବକ   ଏକ ଲୋନ ବିବାଦର ସମାଧାନ ପାଇଁ  ସଞ୍ଜୀବ ବେହେରା ନାମଜ ଜଣେ ଅଭିଯୋଗକାରୀଙ୍କ ଠାରୁ  ଲାଞ୍ଚ ଦାବି କରିଥିଲେ ଏଏସଆଇ। ପୂର୍ବରୁ ସଞ୍ଜୀବ ଏବିଷୟରେ  ଭିଜିଲାନ୍ସ ବିଭାଗରେ ଜଣାଇଥିଲେ। ଅଭିଯୋଗ ପାଇ ଭିଜିଲାନ୍ସ ବିଭାଗ ଏଏସଆଇଙ୍କୁ ଲାଞ୍ଚନେବା ବେଳେ ଧରିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.