ପୂର୍ବ କେନ୍ଦ୍ରମନ୍ତ୍ରୀ ପିଆର କୁମାର ମଙ୍ଗଳମଙ୍କ ପତ୍ନୀଙ୍କୁ ଘରେ ପଶି ହତ୍ଯା, ଜଣେ ଗିରଫ
ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅପରାଧ ବଢିବଢି ଚାଲିଛି। ଏମିତି ସ୍ଥଳେ ପୁଣି ଏକ ଚମକାଇ ଦେବା ଭଳି ଘଟଣା ଘଟିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ପିଆର କୁମାର ମଙ୍ଗଳମ୍ଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମଙ୍କୁ ଘରେ ପଶି ହତ୍ୟା କରିଦିଆଯାଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡିସିପି…