Below header
Browsing Tag

Prahaar missile test fired successfully

ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବାଲିଷ୍ଟିକ ମିସାଇଲ୍ ‘ପ୍ରହାର’ର ଉତକ୍ଷେପଣ

ବାଲେଶ୍ୱର(କେନ୍ୟୁଜ୍‌) : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବାଲିଷ୍ଟିକ ମିସାଇଲ୍ ‘ପ୍ରହାର’ର ସଫଳ ଉତକ୍ଷେପଣ ହୋଇଛି । ଅପରାହ୍ଣ ୩ଟା ୯ମିନିଟ୍ରେ ୩ ନମ୍ବର ଲଞ୍ଚପ୍ୟାଡ୍ରୁ ଏହାର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଦେଶୀ ଜ୍ଞାନକୌଶଳରେ…