Browsing Tag

pramod sahu

ଜେଲ୍‌ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ ସାହୁ

କେନ୍ଦ୍ରାପଡ଼ା: ଜେଲ୍‌ ଗଲେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ ସାହୁ। କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର ପରେ ତାଙ୍କୁ କେନ୍ଦ୍ରାପଡ଼ା ସବ୍‌ ଜେଲ୍‌କୁ ପଠାଇ ଦିଆଯାଇଛି। ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।…