Below header
Browsing Tag

Pre-monsoon

ମୌସୁମୀ ଆସିବାକୁ ହେଉଛି ପଥ ପରିଷ୍କାର! ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ) : ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ। ମୌସୁମୀ ପାଇଁ ପଥ ପରିଷ୍କାର କରୁଛି ପ୍ରାକ୍ ମୌସୁମୀ ବର୍ଷା। ଦୁର୍ବଳ ହେଉଚି ପଶ୍ଚିମରୁ ଆସୁଥିବା ଶୁଷ୍କ ବାୟୁ। ମୌସୁମୀ ଆସିବା ପାଇଁ ପାଗ ଏବେ ଅନୁକୂଳ । ଖୋର୍ଦ୍ଧା, ନୟାଗଡ଼, ଗଜପତି,ବୌଦ୍ଧ, କେନ୍ଦୁଝରରେ ପ୍ରାକ୍ ମୌସୁମୀ…

ଓଡ଼ିଶାରେ ପ୍ରାକ୍‌ ମୌସୁମୀ ସକ୍ରିୟ, ୨୪ ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଓଡ଼ିଶାରେ ପ୍ରାକ୍‌ ମୌସୁମୀ ସକ୍ରିୟ ହୋଇଛି। ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସାଙ୍ଗକୁ ଘଡଘଡି ଓ ବର୍ଷା ଆରମ୍ଭ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଜାରି ରହିଛି ବର୍ଷା। ୨୪ ଘଣ୍ଟା…