Below header

ମୌସୁମୀ ଆସିବାକୁ ହେଉଛି ପଥ ପରିଷ୍କାର! ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ

ଭୁବନେଶ୍ବର(କେନ୍ୟୁଜ) : ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ। ମୌସୁମୀ ପାଇଁ ପଥ ପରିଷ୍କାର କରୁଛି ପ୍ରାକ୍ ମୌସୁମୀ ବର୍ଷା। ଦୁର୍ବଳ ହେଉଚି ପଶ୍ଚିମରୁ ଆସୁଥିବା ଶୁଷ୍କ ବାୟୁ। ମୌସୁମୀ ଆସିବା ପାଇଁ ପାଗ ଏବେ ଅନୁକୂଳ । ଖୋର୍ଦ୍ଧା, ନୟାଗଡ଼, ଗଜପତି,ବୌଦ୍ଧ, କେନ୍ଦୁଝରରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.