Below header
Browsing Tag

precaution dose

କାଲିଠୁ ଦେଶରେ ଦିଆଯିବ ପ୍ରିକସନ୍‌ ଡୋଜ୍‌: ଡବଲ ଡୋଜ ନେଇଥିଲେ ସିଧା ଟିକାକରଣ କେନ୍ଦ୍ର ଯାଇ ଟିକା ନେଇପାରିବେ

କେନ୍ୟୁଜ୍(ବ୍ୟୁରୋ): କାଲିଠୁ ଦେଶରେ ଦିଆଯିବ ପ୍ରିକସନ୍‌ ଡୋଜ୍‌ । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବୟସରୁ ଅଧିକ ବ୍ୟକ୍ତି ନେବେ ପ୍ରିକସନ୍‌ ଡୋଜ୍‌ । ଏଥିପାଇଁ କୋ-ଓ୍ଵିନ୍‌ ଆପ୍‌ରେ ଅନଲାଇନ୍‌ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି । ଅନଲାଇନ୍‌ ସହ ଅନ୍‌ ସ୍ପଟ୍‌ ମଧ୍ୟ ରେଜିଷ୍ଟ୍ରେସନ…

ଗୋଟିଏ କ୍ଲିକରେ ଜାଣନ୍ତୁ କୋଭିଡ୍‌ ବୁଷ୍ଟର ଡୋଜ୍‌ ପାଇଁ କିଏ ଯୋଗ୍ୟ ଆଉ କେମିତି ବୁକ୍‌ କରିବେ ଏବଂ କଣ ଡକ୍ୟୁମେଣ୍ଟ…

ଲୋକଙ୍କୁ ମିଳିବ କୋଭିଡ ୧୯ର ବୁଷ୍ଟର ଡୋଜ୍‌। ଭାରତ ଘୋଷଣା କଲା କରୋନାର ବୁଷ୍ଟର ଡୋଜ୍‌। କରୋନାର ନୂଆ ଭ୍ୟାରିୟଣ୍ଟ ଓମିକ୍ରନ ଏବଂ କରୋନାର ବର୍ଦ୍ଧିତ ମାମଲାକୁ ଧ୍ୟାନରେ ରଖି ଭାରତ ଲୋକଙ୍କ ପାଇଁ ଘୋଷଣା କରିଛି ବୁଷ୍ଟର ଡୋଜ୍‌। କିନ୍ତୁ ମନେ ରଖନ୍ତୁ ଦର୍ଶକବନ୍ଧୁ ଏହି ବୁଷ୍ଟର ଡୋଜକୁ ସମସ୍ତେ…