Browsing Tag

pregnant lady killed by Wild dogs

ପାଳିତ କୁକୁରକୁ ବୁଲାଇବାକୁ ନେଇଥିଲେ ଗର୍ଭବତୀ ମହିଳା, ଜଙ୍ଗଲୀ କୁକୁରଙ୍କ ଆକ୍ରମଣରେ ଚାଲିଗଲା ଜୀବନ

ଫ୍ରାନ୍ସରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଙ୍ଗଲକୁ ନିଜ କୁକୁରକୁ ବୁଲାଇବାକୁ ନେଇଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କ ଉପରେ ଜଙ୍ଗଲୀ କୁକୁରମାନେ ଆକ୍ରମଣ କରି ତାଙ୍କୁ ମାରିଦେଇଛନ୍ତି । ତଦନ୍ତକାରୀମାନଙ୍କ କହିବା ଅନୁଯାୟୀ ୨୯ ବର୍ଷୀୟା ମହିଳା ଏଲିଶା ପିଲାର୍ସ୍କିଙ୍କ…