ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ନେଇ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନଙ୍କ ଦ୍ବାରା ସ୍ୟାଣ୍ଡ ଆନିମେସନ୍
ପୁରୀ: ଆଜି ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ତିଆରି କରି ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ସ୍ୱାଗତ ଜଣାଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତିକୃତି ସହ…