Browsing Tag

priyanka murder case

ଭୁବନେଶ୍ୱର ଭୀମଟାଙ୍ଗି ହତ୍ୟା ମାମଲା, ପ୍ରିୟଙ୍କାକୁ ହତ୍ୟା କରିଛି ଜଗନ୍ନାଥ: ଡିସିପି

ଭୁବନେଶ୍ୱର(କେନ୍ଯୁଜ): ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନର ବୟାନ । ଜେରା ବେଳେ ପୋଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛି ଅଭିଯୁକ୍ତ । ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସେ ସ୍ୱୀକାର କରିଛି । ଘଟଣାଦିନ ୯ଟାରେ ପ୍ରିୟଙ୍କାଙ୍କ…