Browsing Tag

property worth 100 crores detected

ଝାଡଖଣ୍ଡରେ ୧୦୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ କଲା ଆୟକର ବିଭାଗ

ରାଞ୍ଚି : ଝାଡ଼ଖଣ୍ଡରେ ଇନକମ ଟ୍ୟାକ୍ସ ଏକ ବଡ଼ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି । ଏଥିରେ ୧୦୦ କୋଟି ଟଙ୍କା ନିବେଶ ହୋଇଥିବା ଖବର ମିଳିଛି । ଇନକମ ଟ୍ୟାକ୍ସ ବିଭାଗ ୩ ଦିନ ଧରି ଏଠାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଏଠାରେ ପ୍ରାୟ ୫୦ ରୁ ଅଧିକ ସ୍ଥାନରେ ରେଡ କରିବ ସହ…