Below header
Browsing Tag

protection against pan stains

ପାନପିକ ଦାଗରେ ବିରକ୍ତ ହୋଇ ଏହି ସହର ଆପଣାଇଲା ନିଆରା ଉପାୟ, ଏବେ ଏମିତି ସଫା ରଖାଯିବ ରାସ୍ତା

ରାସ୍ତାରେ ପାନ ଛେପର ଦାଗ ନ ରଖିବାକୁ ଏକ ଅଦ୍ଭୁତ ଉପାୟ ଅବଲମ୍ବନ କରାଯାଇଛି। ଗୌହାଟୀରେ ଜିଏସ୍‌ ରୋଡ୍‌ ଉପରେ ପାନ ଛେପର ଦାଗ ଯେପରି ନ ରହିବ ସେଥିପାଇଁ ଅଧିକାରୀମାନେ କଂକ୍ରିଟ୍‌ ଡିଭାଡରକୁ ପଲିଥିନ୍‌ର ଚାଦରରେ ଢାଙ୍କି ଦେଇଛନ୍ତି। ଡିସେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…