Below header
Browsing Tag

provocative songs

ଉତ୍ତେଜିତ ଗୀତ ଉପରେ ଆଉ ନୃତ୍ୟ କରିପାରିବେ ନାହିଁ ଛୁଆ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଲଗାଇଲେ ରୋକ୍

ନୂଆଦିଲ୍ଲୀ: ଛୁଆମାନଙ୍କ ଡ୍ୟାନ୍ସ ସହିତ ଜଡିତ ବିଭିନ୍ନ ରିଆଲିଟି ସୋ କୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ ଆଡଭାଇଜରି ଜାରି କରିଛନ୍ତି । ମନ୍ତ୍ରାଳୟ କହିଛନ୍ତି କି,ଚ୍ୟାନେଲ ଗୁଡିକ ପକ୍ଷରୁ ଛୋଟ ଛୁଆଙ୍କ ଡ୍ୟାନ୍ସ ପ୍ରତିଯୋଗିତାରେ ସେମାନଙ୍କ ମାନସିକ ଏବଂ ଶାରୀରିକ ବିକାଶ ଉପରେ…