Below header
Browsing Tag

PSLV rocket

ISROର ଆଉ ଏକ ନୂଆ ରେକର୍ଡ, ଶ୍ରୀହାରିକୋଟାରୁ PSLV-C56ରେ ୭ଟି ସାଟେଲାଇଟର ସଫଳ ଲଞ୍ଚ

ISRO ଏହାର ସଫଳତାକୁ ନେଇ ମହାକାଶ ଜଗତରେ ଆଉ ଏକ ବଡ଼ ସଫଳତା ହାସଲ କରିଛି । ISRO ଏକା ସହିତ ମହାକାଶକୁ ୭ଟି ସାଟେଲାଇଟ ଉତ୍‌କ୍ଷେପଣ କରିଛି । ଏହି ସମସ୍ତ ସାଟେଲାଇଟଗୁଡିକ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡରୁ ଲଞ୍ଚ କରାଯାଇଛି । PSLV-C56 ରକେଟ୍ ସାହାଯ୍ୟରେ…

ଆଜି ଶ୍ରୀହରିକୋଟାରୁ ଆଉ ଏକ PSLV ରକେଟ ଉତକ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା: ଆଜି ଶ୍ରୀହରିକୋଟାରୁ ଇସ୍ରୋ ଆଉ ଏକ ଇତିହାସ ସୃଷ୍ଟି କରିବ । ଆଉ ଏକ PSLV ରକେଟରେ ଉତକ୍ଷେପଣ କରିବାକୁ ଯାଉଛି । ଏଥିପାଇଁ ଶୁକ୍ରବାରଠାରୁ ଅବଗଣନା ଆରମ୍ଭ ହୋଇଛି । ଅପରାହ୍ନ ୩ଟାରେ ଏହାର ଉତକ୍ଷେପଣ କରାଯିବ । ଏହି ରକେଟ ସାହାଯ୍ୟରେ ଇସ୍ରୋ ସମୁଦାୟ ୧୦ଟି ଉପଗ୍ରହ…