ଆଜି ଶ୍ରୀହରିକୋଟାରୁ ଆଉ ଏକ PSLV ରକେଟ ଉତକ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା: ଆଜି ଶ୍ରୀହରିକୋଟାରୁ ଇସ୍ରୋ ଆଉ ଏକ ଇତିହାସ ସୃଷ୍ଟି କରିବ । ଆଉ ଏକ PSLV ରକେଟରେ ଉତକ୍ଷେପଣ କରିବାକୁ ଯାଉଛି । ଏଥିପାଇଁ ଶୁକ୍ରବାରଠାରୁ ଅବଗଣନା ଆରମ୍ଭ ହୋଇଛି । ଅପରାହ୍ନ ୩ଟାରେ ଏହାର ଉତକ୍ଷେପଣ କରାଯିବ ।

ଏହି ରକେଟ ସାହାଯ୍ୟରେ ଇସ୍ରୋ ସମୁଦାୟ ୧୦ଟି ଉପଗ୍ରହ ମହାକାଶରେ ଅବସ୍ଥାପିତ କରିବ । ଏହାରି ଭତରେ ରହିଛି ଭାରତର ରାଡାର ଇମେଜିଂ ସାଟେଲାଇଟ । ଏହା ଉଭୟ ଦିନ ଓ ରାତିରେ ଭୂପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ । ଏହାକୁ ସାମରିକ ଓ ବେସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.