Below header
Browsing Tag

PUBG mobile

ଭାରତରେ ପୁଣି ଥରେ ଏଣ୍ଟ୍ରି କରିବ PUBG Mobile , ନିବେଶ କରିବ ୭୪୬ କୋଟି ଟଙ୍କା

ନୁଆଦିଲ୍ଲୀ : ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ ହେବ PUBG Mobile, ଏଥର କିନ୍ତୁ ନୁଆ ରୂପରେ । ନୂଆ ମାଲିକାନାରେ । ଚୀନ୍‌ର ରହିବ ନାହିଁ କିଛି ହସ୍ତକ୍ଷେପ । ଭାରତୀୟ ଖେଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହେବ ଗେମ୍‌ ଏପ୍ସ । ଏପରି କହିଛି PUBG Mobile India କମ୍ପାନି । କିଛି ମାସ ପୂର୍ବରୁ…

ଡିସେମ୍ବର ମଧ୍ୟରେ ଭାରତ ଫେରୁଛି PUBG, ଚୀନ ସହ ଛିନ୍ନ କଲା ସମ୍ପର୍କ

PUBG ମୋବାଇଲ୍ ଏବଂ PUBG ମୋବାଇଲ୍ ଲାଇଟ୍ ଭାରତ ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ମାସରେ ବ୍ୟାନ କରାଯାଇଥିଲା । ଏହା ପରେ ଅକ୍ଟୋବର 30 ରେ PUBG ମୋବାଇଲ୍ ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା କାରଣ କମ୍ପାନୀ ନିଜେ ଭାରତୀୟ ସର୍ଭରକୁ ବନ୍ଦ କରିଦେଇଥିଲା । ତେବେ ବର୍ତ୍ତମାନ ଖବର…

ଆଜିଠାରୁ ଭାରତରେ ସଂପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିବ PUBG Mobile, PUBG Mobile Lite

PUBG Mobile ଗତ ମାସରେ ଭାରତରେ ୧୧୭ଟି ଚୀନ ଆପସ୍‌ ବନ୍ଦ କରିଦେଇଥିଲା। ଏଥିରେ PUBG Mobile ଏବଂ PUBG Mobile Lite ଦୁଇଟି ଯାକ ସାମିଲ ଥିଲା। ସରକାରୀ ଆଦେଶ ପରେ ପବଜୀ ମୋବାଇଲ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ହଟାଇ ଦେଇଥିଲା। ଏହା ପରେ ବି ଲୋକ ଏହି ଗେମ୍‌କୁ ଖେଳୁଥିଲେ। ଏବେ…

ଭାରତକୁ ଖୁବଶୀଘ୍ର ଫେରୁଛି PUBG Mobile, ଏୟାରଟେଲ ସହ ଚାଲିଛି କଥାବାର୍ତ୍ତା

ଯଦି ଆପଣ ମଧ୍ୟ PUBG ମୋବାଇଲ୍ ଗେମ୍ ପାଇଁ ପାଗଳ ଏବଂ ଏହା ବ୍ୟାନ ହୋଇଥିବାରୁ ଦୁଃଖିତ ତେବେ ଏହି ଖବର ଆପଣଙ୍କ ପାଇଁ । ଏୟାରଟେଲ ଏବଂ PUBG ମୋବାଇଲ୍ ମଧ୍ୟରେ ଏନେଇ କଥାବାର୍ତ୍ତା ଚାଲିଥିବାର ସୂଚନା ମିଳିଛି । ଯଦି ଏହି ଆଲୋଚନା ସଫଳ ହୁଏ ତାହେଲେ ପବଜି ମୋବାଇଲ୍ ଗେମ ଶୀଘ୍ର ଭାରତୀୟ ବଜାରରେ…