ଆଜିଠାରୁ ଭାରତରେ ସଂପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିବ PUBG Mobile, PUBG Mobile Lite

PUBG Mobile ଗତ ମାସରେ ଭାରତରେ ୧୧୭ଟି ଚୀନ ଆପସ୍‌ ବନ୍ଦ କରିଦେଇଥିଲା। ଏଥିରେ PUBG Mobile ଏବଂ PUBG Mobile Lite ଦୁଇଟି ଯାକ ସାମିଲ ଥିଲା। ସରକାରୀ ଆଦେଶ ପରେ ପବଜୀ ମୋବାଇଲ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ହଟାଇ ଦେଇଥିଲା। ଏହା ପରେ ବି ଲୋକ ଏହି ଗେମ୍‌କୁ ଖେଳୁଥିଲେ। ଏବେ କିନ୍ତୁ ପବ୍‌ଜୀ ମୋବାଇଲ ଘୋଷଣା କରିଛି କି, ଏହି ଆପ୍‌କୁ ଆଜିଠାରୁ ଭାରତରେ ସପଂଊ୍ର୍ଣ ଭାବେ ଏହି ଆପ୍‌ କାମ କରିବା ବନ୍ଦ କରିଦେବ।

ପବ୍‌ଜୀ ନିଜ ଫେସବୁକ ପେଜରେ ଏହି ଘୋଷଣା କରିଛି। ଅକ୍ଟୋବର ୩୦, ୨୦୨୦ରେTencent ଗେମସ୍‌ ଦ୍ୱାରା ଭାରତରେ ସମସ୍ତ ୟୁଜରଙ୍କ ପାଇଁ PUBG MOBILE Nordic Map : LiVIk ଏବଂ PUBG MOBILE Lite ପାଇଁ ସବୁ ସମ୍ଭାବନା ବନ୍ଦ କରିଦେଇଛି।

pubg

ପବ୍‌ଜୀ ମୋବାଇଲ ପକ୍ଷରୁ ହାଇଲାଇଟ କରାଯାଇଛି କି, ୟୁଜର୍ସଙ୍କ ପ୍ରାଇଭେସି ଏବଂ ଡାଟା ପ୍ରୋଟେକ୍ଟ କରିଛି। ଭାରତୀ ସରକାର ପବ୍‌ଜୀ ମୋବାଇଲ ଏବଂ ଦ୍ୱିତୀୟ ଚୀନ ଆପ୍‌କୁ ପ୍ରାଇଭେସି ଏବଂ ସିକ୍ୟୁରିଟି ସମ୍ବନ୍ଧୀୟ ବିପଦ ଦେଖି ବ୍ୟାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.