Browsing Tag

pubg

PubG ବନେଇଦେଲା ଯୋଡି: PubG ଖେଳୁ ଖେଳୁ ହେଲା ପ୍ରେମ,ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ବଙ୍ଗାଳି ପୁଅ ଓ କର୍ଣ୍ଣାଟକ…

ରବ୍ ନେ ବନାଦି ଯୋଡ଼ି ଫିଲ୍ମ ବିଷୟରେ ତ ଆପଣ ନିଶ୍ଚିତ ଶୁଣିଥିବେ । କିଏ କାହାକୁ କେତେବେଳେ ପସନ୍ଦ ଆସିଯାଏ ତାହା ସେଇ ମଣିଷ ମଧ୍ଯ ଠିକ୍ ଭାବେ ଜାଣିନଥାଏ । ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ବର୍ତ୍ତମାନ ସବୁ କାମ ସହଜ ହୋଇଯାଉଛି ସୋସିଆଲ ମିଡ଼ିଆ ପାଇଁ। ପୁଣି ଏଇ…

ଜୀବନ ନେଲା ପବଜି ଗେମ୍, ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ୧୬ ବର୍ଷର ସମ୍ପର୍କୀୟ ଭାଇ

ବର୍ତ୍ତମାନର ଯୁବପିଢ଼ିଠୁ ଆରମ୍ଭ କରି ପିଲାଙ୍କ ଯାଏଁ ସମସ୍ତଙ୍କୁ ପବଜି ଓ ଫ୍ରି ଫାୟାର ଗେମର ଏମିତି ନିଶା ଚଢ଼ିଛି ଯେ ସେମାନେ ଏହି ଖେଳ ପାଇଁ ଅପରାଧ କରିବାକୁ ବି ପଛଘୁଞ୍ଚା ଦେଉନାହାନ୍ତି। ସେମିତି ପୁଣି ଏକ ଅପରାଧ ଘଟିଛି ରାଜସ୍ଥାନରେ। ଏଠାରେ ଏକ ୧୬ ବର୍ଷର ବାଳକ ପବଜି ଓ ଫ୍ରି ଫାୟାର…

ଆଜି ଲଞ୍ଚ୍‌ ହେଉଛି PUBG New State, ଆପଣଙ୍କ Android/iOS ଡିଭାଇସ୍‌ରେ ଚାଲିବ କି ନାହିଁ ଏମିତି କରନ୍ତୁ ଚେକ୍‌

ଆଜି ଲଞ୍ଚ୍‌ ହେଉଛି PUBG New State। କ୍ରାଫ୍ଟନ୍‌ ଷ୍ଟୁଡିଓ ପକ୍ଷରୁ ଭାରତ ସମେତ ୨୦୦ରୁ ଅଧିକ ଦେଶରେ ପବ୍‌ଜିର ଏହି ନୂଆ ଗେମ୍‌ ଲଞ୍ଚ୍‌ ହେଉଛି। ପବ୍‌ଜି ମୋବାଇଲ ଓ ବ୍ୟାଟଲ ଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ ତୁଳନାରେ ଦକ୍ଷିଣ କୋରିଆରେ ନିର୍ମିତ ଏହି ନୂଆ ଗେମ୍‌ ଅଧିକ ରୋମାଞ୍ଚକ ହେବ ବୋଲି…

ପବ୍‌ଜି ପ୍ରେମୀଙ୍କ ପାଇଁ ଖୁସି ଖବର! PUBG New State ର ଅଫିସିଆଲ ଟ୍ରେଲର ଲିକ୍‌, ଜାଣନ୍ତୁ କେବେ ହେବ ଲଞ୍ଚ୍‌

ପବ୍‌ଜି ପ୍ରେମୀଙ୍କ ପାଇଁ ଖୁସି ଖବର। ଦୀର୍ଘଦିନ ଧରି ପବ୍‌ଜି ପ୍ରେମୀମାନେ ଯେଉଁ PUBG New State କୁ ଅପେକ୍ଷା କରିଥିଲେ, ଏବେ ତାହାର ଟ୍ରେଲର ଲଞ୍ଚ୍‌ ହୋଇଛି। ମୋବାଇଲ ଗେମ୍‌ ଡେଭଲପର କମ୍ପାନୀ Krafton ପକ୍ଷରୁ PUBG New Stateର ଟ୍ରେଲର ଲଞ୍ଚ୍‌ କରାଯାଇଛି। କମ୍ପାନୀର ଅଫିସିଆଲ…

Battlegrounds Mobile India ଗେମର ବଢ଼ିଲା ଲୋକପ୍ରିୟତା, ଲଞ୍ଚ ପୂର୍ବରୁ ହେଲା ୨ କୋଟିରୁ ଅଧିକ ପ୍ରି-ରେଜିଷ୍ଟ୍ରେସନ

ପବଜିର ଦେଶୀ ଭର୍ସନ Battlegrounds Mobile Indiaକୁ ବଜାରକୁ ଆସିବା ପୂର୍ବରୁ ମିଳିଛି ବଡ଼ ସଫଳତା । Battlegrounds Mobile Indiaକୁ ପାଖ।ପାଖି ୨ କୋଟିରୁ ଅଧିକ ଲୋକ ପ୍ରି-ରେଜିଷ୍ଟର କରିସାରିଲେଣି । ଏହାକୁ ନେଇ କ୍ରାଫଟନ ପକ୍ଷରୁ ସୂଚନା ମିଳିଛି ।  Battlegrounds Mobile India…

କରୋନା ପାଇଁ ଭାରତକୁ ପବଜି କମ୍ପାନୀ ତରଫରୁ ମିଳିଲା ୧.୫ କୋଟି ଟଙ୍କାର ସହାୟତା ରାଶି

କରୋନା ମହାମାରୀ କାରଣରୁ ପ୍ରାୟ ସବୁ ଦେଶରେ ଆର୍ଥିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ପବଜି ମୋବାଇଲ ପବ୍ଲିସର କ୍ରାଫଟନ ପକ୍ଷରୁ ଭାରତକୁ ୧.୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ପିଏମ୍ କେୟାରସ୍ ଫଣ୍ଡକୁ ପଠାଯାଇଛି ।…

ଖୁସି ଖବର: ଆସନ୍ତା ସପ୍ତାହରେ ନୂଆ ନାଁ ସହ ଭାରତକୁ ଫେରୁଛି ପବ୍‌ଜି

ପବ୍‌ଜି ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଆସନ୍ତା ସପ୍ତାହରେ ନୂଆ ନାଁରେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି ପବ୍‌ଜି। ଏହାର ନୂଆ ନାଁ ହେଉଛି ପବ୍‌ଜି ମୋବାଇଲ ୨। ସୂଚନାଯୋଗ୍ୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ସୁରକ୍ଷା ଦୃଷ୍ଟିରୁ ପବ୍‌ଜି ମୋବାଇଲକୁ ବ୍ୟାନ୍‌ କରାଯାଇଥିଲା। ପବ୍‌ଜି ମୋବାଇଲ ୨…

ଟିକଟକ୍ ପ୍ରେମୀଙ୍କ ପାଇଁ ଖୁସି ଖବର, PUBG ପରେ ଫେରିପାରେ TikTok, ପଢନ୍ତୁ ସଂପୂର୍ଣ୍ଣ ଖବର

ଟିକଟକ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ପବ୍ଜୀ, ଟିକ୍ଟକ୍ ସମେତ ଅନେକ ଚୀନ୍ ଆପ୍ ଭାରତରେ ବ୍ୟାନ୍ ହୋଇଛି। PUBG କର୍ପୋରେସନ୍ ଭାରତରେ PUBG ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବା ନେଇ ନଭେମ୍ବର ୧୨ରେ ଘୋଷଣା କରିଛି। ତେବେ PUBG ମୋବାଇଲ୍ ଭାରତକୁ ଫେରିବାକୁ ଥିବା ବେଳେ ଏବେ ଲୋକପ୍ରିୟ ଭିଡିଓ ଆପ୍…

ଆଜିଠାରୁ ଭାରତରେ ସଂପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରିବ PUBG Mobile, PUBG Mobile Lite

PUBG Mobile ଗତ ମାସରେ ଭାରତରେ ୧୧୭ଟି ଚୀନ ଆପସ୍‌ ବନ୍ଦ କରିଦେଇଥିଲା। ଏଥିରେ PUBG Mobile ଏବଂ PUBG Mobile Lite ଦୁଇଟି ଯାକ ସାମିଲ ଥିଲା। ସରକାରୀ ଆଦେଶ ପରେ ପବଜୀ ମୋବାଇଲ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ହଟାଇ ଦେଇଥିଲା। ଏହା ପରେ ବି ଲୋକ ଏହି ଗେମ୍‌କୁ ଖେଳୁଥିଲେ। ଏବେ…

PUBG ଖେଳରେ ବାୟା ହେଲା ନାତି, ଜେଜେବାପାଙ୍କ ପେନସନ୍‌ ଖାତାରୁ ଗାୟବ କରିଦେଲା ୨.୩ ଲକ୍ଷ ଟଙ୍କା

ଖେଳର ନିଶା ପ୍ରତ୍ୟେକ ଯୁବପିଢୀଙ୍କ ପାଖରେ ରହିଥାଏ। ଖେଳର ନିଶାରେ କିଏ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଦେଉଛନ୍ତି। ଏଭଳି ଏକ ଘଟଣା ଗତ ସୋମବାର ଦିନ ଦିଲ୍ଲୀ ପୋଲିସ ସାମ୍ନାକୁ ଆଣିଛି। ସୂଚନା ମୁତାବକ ଜଣେ ଯୁବକ ନିଜଜେଜେବାପାଙ୍କ ପେନସନ୍‌ ଖାତାରୁ ୨.୩ ଲକ୍ଷ ଟଙ୍କା ଟ୍ରାନ୍ସଫର…

PUBG ବ୍ୟାନ ହେବା ମାତ୍ରେ ରିଲିଜ ହେଲା FAU:G ଗେମର ଟିଜର, ଭାରତୀୟ ସେନାର କ୍ୟାରେକ୍ଟରରେ ରହିବେ ପ୍ଲେୟାର

ଡାଟା ପ୍ରାଇଭେସିକୁ ଦର୍ଶାଇ PUBG ଗେମ ସମେତ 118 ଟି ମୋବାଇଲ୍ ଆପକୁ ଭାରତ ସରକାର ବ୍ୟାନ କରିଛନ୍ତି । ଯଦିଓ PUBG ର PC ଭର୍ସନ ଏବେ ବି ଭାରତରେ ଖେଳା ଯାଇପାରିବ। ତେବେ PUBG ବ୍ୟାନ ହେବା ମାତ୍ରେ ମେଡ ଇନ୍ ଇଣ୍ଡିଆ ମଲ୍ଟିପ୍ଲେୟାର ଗେମିଂ ଆପ୍ FAU:Gର ଟିଜର ଜାରି ହୋଇଛି । ବଲିଉଡ ଅଭିନେତା…