Browsing Tag

pubg

କ’ଣ ଆପଣଙ୍କ ଫୋନରୁ କାମ କରିବା ବନ୍ଦ ହୋଇଗଲାଣି PUBG, ଜାଣନ୍ତୁ ସରକାରଙ୍କ କିଛି ନିୟମ

ଭାରତ ସରକାର PUBG ମୋବାଇଲ୍ ସମେତ ୧୧୮ ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେଉଁମାନଙ୍କର ସ୍ମାର୍ଟଫୋନରେ ପୂର୍ବରୁ PUBG ମୋବାଇଲ୍ ଇନଷ୍ଟଲ୍ ହୋଇଛି ସେମାନଙ୍କ ଫୋନରେ ଏହି ଆପ୍ କାମ କରିବ କି ନାହିଁ?ସୂଚନା ମୁତାବକ ବର୍ତ୍ତମାନ ପାଇଁ PUBG ଆପ୍ କାମ…

ପାକିସ୍ତାନରେ ବନ୍ଦ ହେଲା ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି, ଯୁବପିଢ଼ି ହତାଶ

ଭାରତରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌କୁ ବ୍ୟାନ୍‌ କରିଦିଆଯାଇଛି। ଇତି ମଧ୍ୟରେ ପବ୍‌ଜି ଗେମ୍‌କୁ ମଧ୍ୟ ବ୍ୟାନ୍‌ କରିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ପବ୍‌ଜି ଦକ୍ଷିଣ କୋରିଆର ଗେମ୍‌ ହୋଇଥିଲେ ମଧ୍ୟ ଏହାର ସମ୍ପର୍କ ଚୀନ୍‌ ସହ ମଧ୍ୟ ରହିଛି। ତେବେ…

ପବଜି ନେଇଗଲା ଭେଣ୍ଡିଆ ପୁଅର ଜୀବନ: କାନ୍ଦ ବୋବାଳିରେ ଫାଟି ପଡୁଛି ନୂଆପଡ଼ା ଜିଲ୍ଲାର ସିଏଲଲଟି ଗାଁ

ନୂଆପଡା: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିୁପାରୁନାହାନ୍ତି ପରିବାର ଲୋକେ । ପୁରା ଘଟଣାଟି ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। ପବଜି । ଏହି ନା ଟି ଏବେ ଘରେ ଘରେ ପରିଚିତ । ପ୍ରତ୍ଯକ ଘରେ କେହିନା କେହି ଏହି ଅନ୍ ଲାଇନ୍ ଗେମ୍ ପବଜି…

ଏସବୁ ସ୍ଥାନରେ ବନ୍ଦ ହୋଇଗଲା PUBG ଗେମ୍, ଜାଣନ୍ତୁ ଏହା ପଛର କାରଣ

ଭାରତରେ ପ୍ରାୟ ଅଧିକାଂଶ ଯୁବକଙ୍କ ପ୍ରଥମ ପସନ୍ଦ ହେଉଛି ପବଜି ଗେମ୍। ଟିକେ ଫାଙ୍କା ସମୟ ପାଇଲେ ଯୁବପିଢ଼ି PUBG ଖେଳିବାରେ ମାତି ଯାଆନ୍ତି। ଆପଣ ବି ଯଦି PUBG ଖେଳାଳି ତେବେ ଆପଣଙ୍କ ପାଇଁ ଏକ ଦୁଃଖଦ ଖବର। କାରଣ ଏପ୍ରିଲ ୪ ରାତି ୧୨ରୁ ପବଜି ଗେମ ସଟଡାଉନ ହୋଇଯିବ। ଏହି ଗେମ ଏପ୍ରିଲ ୫…

ଭାରତରେ ଅନଲାଇନ ପବଜୀରେ ଲାଗିପାରେ ବ୍ୟାନ୍ ?

ନୂଆଦିଲ୍ଲୀ : ଦିଲ୍ଲୀର ଜାତୀୟ ଅକାଲୀ ଦଳର ଅଧ୍ୟକ୍ଷ ପରମଜୀତ ସିଂ ପମ୍ମା କିଛି ଦିନ ପୂର୍ବେ ସରକାରଙ୍କୁ ପବଜୀ ଗେମ୍ ବନ୍ଦ କରିବା ନେଇ ପତ୍ର ଲେଖିଥିଲେ ।ଏବେ ସରକାରଙ୍କ ପକ୍ଷରୁ ଏହାର ଉତ୍ତର ପ୍ରଦାନ କରାଯାଇଛି। ଯେଉଁଥିରେ ଛୋଟ ପିଲାଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥିବାରୁ ପବଜୀ ଖେଳ…

ଏଭଳି ପବଜୀ ନିଶା ଦେଖିନଥିବେ ଆପଣ ! ସ୍ବାମୀ ନମନିବାରୁ ପତ୍ନୀ କଲେ ଆତ୍ମହତ୍ୟା ଉଦ୍ୟମ

ଅହମଦାବାଦ : ଗୁଜରାତର ଅହମଦାବାଦ ସହରର କୃଷ୍ଣାନଗରରେ ବୁଧବାର ଦିନ ଜଣେ ମହିଳା ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ଯାହାର କାରଣ ପବଜୀ ଗେମ୍ ବୋଲି ଜଣାପଡିଛି। ପୋଲିସ ବୟାନ ଅନୁଯାୟୀ, ହିରାବାଡି ଅଞ୍ଚଳର ଅଞ୍ଜନପାକର ସୋସାଇଟିର ନିବାସୀ ନିଲେଶ ପ୍ରଜାପତିଙ୍କ ପତ୍ନୀ ଆଶାବେନ୍ ତାଙ୍କ…

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ପବଜୀର ଲାଇଟ ଏଡିସନ୍, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ପବଜୀ ଗେମର ଲାଇଟ ଏଡିସନ୍। ଏହାକୁ ଖାସ କରି ଲୋଏଣ୍ଡ ଅର୍ଥାତ୍ କମ ରାମ୍ ବିଶିଷ୍ଟ ପ୍ରୋସେସର ସିଷ୍ଟମ୍ ଏବଂ ପୁରୁଣା କମ୍ପୁଟର୍ସ ପାଇଁ ଲଞ୍ଚ କରାଯିବ ବୋଲି ଜଣାପଡିଛି। ତେବେ ଏହାର ଲାଇଟ ଭର୍ସନ କେବେ ଭାରତରେ ଲଞ୍ଚ କରିବା ସେ ନେଇ…

ଏବେ ରିଏଲ ଲାଇଫରେ ଖେଳାଯିବ PUBG ଗେମ, ଖେଳିବେ ୧୦୦ ଖେଳାଳି, ପ୍ରାଇଜର ମୂଲ୍ୟ ୯୦ ଲକ୍ଷ

PUBG ମୋବାଇଲ ଗେମ ବିଷୟରେ କିଏ ବା ନ ଜାଣେ? ଭାରତରେ ଏହି ଖେଳକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । କେତେକ ସହରରେ ଏହି ଖେଳକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ମଧ୍ୟ ଦାବି ହେଉଛି । ଏଭଳି ପରିସ୍ଥିତିରେ ଯଦି ଆମେ ଆପଣଙ୍କୁ କହୁ ଯେ PUBG ମୋବାଇଲ ଗେମ ଏବେ ସ୍ମାର୍ଟଫୋନରେ ନୁହେଁ ବରଉଁ…

PUBG MOBILE Open Club 2019 ପାଇଁ ପାର୍ଟନର ହେଲା ଭିଭୋ, ଇଭେଣ୍ଟର ବିଜେତାଙ୍କୁ ମିଳିବ ୧୭ କୋଟି ଟଙ୍କା

ନୂଆଦିଲ୍ଲୀ : ମୋବାଇଲ ଗେମିଂ ଦୁନିଆରେ ବର୍ତ୍ତମାନ PUBG ହେଉଛି ବାଦଶାହା। କିଛି ମାସ ହେବ ଗେମ୍ ନେଇ ଅନେକ ବିବାଦ ହେଉଥିବା ବେଳେ ଆଇଓଏସ ଏବଂ ଆନଡ୍ରୋଏଡ ସ୍ତରରେ ଏହା ଖୁବ ପ୍ରସିଦ୍ଧି ଲାଭ କରିଛି। ଅପର ପକ୍ଷରେ କିଛି ଲୋକ ପବଜି ଖେଳ ଦ୍ବାରା ତାଙ୍କ ପିଲାଙ୍କ ଭବିଷ୍ୟତ ଖରାପ ହେଉଥିବା…

ଏବେ ୬ ଘଣ୍ଟାରୁ ଅଧିକ ଖେଳିପାରିବେ ନାହିଁ PUBG, କମ୍ପାନୀ କଲା ସୂଚନା ଜାରି

ନୂଆଦିଲ୍ଲୀ : ଭାରତରେ ଯୁବପିଢ଼ିଙ୍କ ମଧ୍ୟରେ ସୁବୁଠାରୁ ଲୋକପ୍ରିୟ ଅନଲାଇନ ଗେମ୍ PUBGକୁ ନେଇ ବିଗତ କିଛି ଦିନ ହେବ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଏପରିକି ଅନେକ ସ୍ଥାନରେ PUBGକୁ ବ୍ୟାନ କରିବା ନେଇ ଅନ୍ଦୋଳନ କରାଯାଇଛି। ଏବେ ପର‌୍ୟ୍ୟନ୍ତ ଗୁଜୁରାତରେ ଏହାକୁ ରଦ୍ଦ କରାଯାଇଛି। ଏପରିକି…

ଆଜି ହୋଲିକା ଦହନରେ ଜଳିବ ଆତଙ୍କୀ ମସୁଦ ଏବଂ ପବଜୀ ଖେଳର କୁଶପୁତ୍ତଳିକା

ଭଷ୍ଟାଚାର, ଖୁସି ଏବଂ ଉଲ୍ଲାସ ପର୍ବ ହେଉଛି ହୋଲି। ରଙ୍ଗର ପର୍ବ ହୋଲି ପାଖକୁ ଆସିଥିବା ବେଳେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଆଜି ସାରା ଦେଶରେ ହୋଲିକା ଦହନ କରାଯିବା ସହ ହୋଲି ପର୍ବର ଆରମ୍ଭ କରାଯିବ। ତିଥି ଅନୁଯାଇ ସନ୍ଧ୍ୟା ସମୟରେ ହୋଲିକା ଦହନ ହେବ। ଦେଶରେ…

ସର୍ବସାଧାରଣରେ Pubg ଖେଳିବା ହେଲା କାଳ, ଗୁଜରାତରେ ୧୦ ଜଣଙ୍କୁ ପୋଲିସ କଲା ଗିରଫ

ରାଜକୋଟ : ଗୁଜରାତ ରାଜକୋଟ କଲେଜର ୧୦ଜଣ ଛାତ୍ରଙ୍କୁ ସାର୍ବଜନିକ ସ୍ଥଳରେ ପବଜି ଖେଳିବା ମହଙ୍ଗା ପଡିଛି । ଏନେଇ ସ୍ଥାନିୟ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ପରବର୍ତ୍ତି ସମୟରେ ତାଙ୍କୁ ଜାମିନ ଦିଆଯାଇଛି । ଗୁଜରାତରେ ପାଞ୍ଚ ଦିନ ପୂର୍ବେ ପୋଲିସ ପବଜି ଗେମ୍‌ ଖେଳିବାକୁ ବ୍ୟାନ୍‌ କରିବା…