Browsing Tag

public awareness campaign 2020

ଆଜିଠୁ ସାରା ରାଜ୍ୟରେ ବିଜେଡିର ଜନସଚେତନତା ଅଭିଯାନ

ଭୁବନେଶ୍ବର: କୋଭିଡ଼ ମହାମାରୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠୁ ବିଜେଡି କରିବ ଜନସଚେତନତା ଅଭିଯାନ। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସବୁ ସାଂସଦ, ବିଧାୟକ, ଜିଲ୍ଲା ସଭାପତି,…