Below header
Browsing Tag

public grievance

ଲକ୍‌ ଡାଉନ ଯୋଗୁଁ ଅଭିଯୋଗ କରିବାକୁ ଲୋକେ ପୋଲିସ ଥାନା ଆସି ପାରୁ ନାହାନ୍ତି, ଏଥିପାଇଁ ଜାରିହେଲା ୫ଶହରୁ ଅଧିକ ହେଲ୍‌ପ…

କେନ୍ୟୁଜ୍(ବ୍ୟୁରୋ):  ଲକ୍‌ ଡାଉନ ଯୋଗୁଁ ଅଭିଯୋଗ କରିବାକୁ ଲୋକେ ପୋଲିସ ଥାନା ଆସି ପାରୁ ନାହାନ୍ତି। ସେମାନଙ୍କ ପାଇଁ ୫ଶହରୁ ଅଧିକ ହେଲ୍‌ପ ଲାଇନ ନମ୍ବର ଜାରି କରିଛି ଓଡ଼ିଶା ପୋଲିସ। ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଫୋନ ନମ୍ବରଗୁଡିକ ପୋଲିସ ୱେବ୍‌ ସାଇଟ୍‌ରେ ଉପଲବ୍ଧ ଅଛି।…

ଯାଜପୁର: କୋରେଇ ବ୍ଳକ ସଭାଗୃହରେ ଅନୁଷ୍ଠିତ ହେଲା ଜିଳ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର

ଯାଜପୁର ରୋଡ(କେ ନ୍ୟୁଜ) : କୋରେଇ ବ୍ଳକ ସଭାଗୃହରେ ଆଜି ଯାଜପୁର ଜିଳ୍ଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୫୮ଟି ଅଭିଯୋଗ ପଞ୍ଜିକୃତ କରାଯାଇଥିଲା । ତନ୍ମଧ୍ୟରୁ ସାମୁହିକ ୫ଟି ସାମୂହିକ ଓ ୩୪୩ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ତତ୍କାଳ…

ଖୋର୍ଦ୍ଧା: ବାଣପୁର ୨ଟି ପଞ୍ଚାୟତରେ ଜନଶୁଣାଣୀ ଓ ଜନସମ୍ପର୍କ ଶିବିର, ୧୦୧ଟି ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭତ୍ତା…

ବାଲୁଗାଁ(କେନ୍ୟୁଜ୍): ଖୋର୍ଦ୍ଧା ବାଣପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଓ ଦାମିଆ-ବରବରା ଦୁଇ ପଞ୍ଚାୟତକୁ ନେଇ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…