Browsing Tag

puja chanda

ଚାନ୍ଦା ଦିଅ ଚାନ୍ଦା, ଆମେ ଗଣେଶ ପୂଜା କରିବୁ; ଥାଳ ଧରି ବୁଲୁଛନ୍ତି ପିଲା

ଆଗକୁ ଗଣେଶ ପୂଜା, କୋମଳମତି ଶିଶୁଙ୍କ ହାତରେ ଚାନ୍ଦା ଥାଳି। ଗଣେଶ ପୂଜା ପାଳନ କରିବା ପାଇଁ ଗାଁଠୁ ସହର ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଦ୍ୟା ଦାତା ଗଜାନନ, ତେଣୁ ଛାତ୍ର ଛାତ୍ରୀ ଭକ୍ତିର ସହ ଅପେକ୍ଷା କରିଛନ୍ତି ପ୍ରଭୁଙ୍କ ପୂଜାର୍ଚ୍ଚନା ପାଇଁ । ତେବେ ଏବେ ଗାଁ, ଗହଳି ଠାରୁ…