Browsing Tag

puja in corona

ପିପିଇ କିଟ୍‌ ପିନ୍ଧି ପୂଜା କଲେ ପୂଜକ, ପରିବାର ଲୋକ ବି ମାନିଲେ କୋଭିଡ୍‌ କଟକଣା

କୋଲକାତା : ଏହି କରୋନା କାଳରେ ଲୋକଙ୍କୁ ଅନେକ ରୀତି ନୀତି ଚଳଣିରେ ପରିବର୍ତ୍ତନ ଆଣିବାକୁ ପଡ଼ିଛି । ସେହିଭଳି ଭାବେ କୋଲକାତାର ଏକ ପରିବାର କୋଭିଡ୍‌ର ସବୁ ନିୟମ ମାନି ନିଆରା ଭାବେ ଲକ୍ଷ୍ମୀପୂଜା କରିଛନ୍ତି । ତାଲାପାର୍କ ଠାରେ ରହୁଥିବା ଘୋଷ ପରିବାରର ୮ ଜଣ କରୋନାରେ ସଂକ୍ରମିତ ହୋଇଥିଲେ ।…