Browsing Tag

punjab buffalo

ପାକିସ୍ତାନକୁ ହରାଇଥିବା ଏହି ମଇଁଷିର ମୂଲ୍ୟ ଆକାଶ ଛୁଆଁ, ଜାଣନ୍ତୁ କେତେ ଟଙ୍କାରେ ହେଲା ବିକ୍ରି

କ୍ଷୀର ଦେବା ମାମଲାରେ ପାକିସ୍ତାନର ମଇଁଷି ଉପରେ ଭାରି ପଡ଼ିଥିବା ହରିୟାଣାର ମୁରାହ ପ୍ରଜାତିର ମଇଁଷି ସରସ୍ୱତୀ ବିକ୍ରି ହୋଇଛି। ରିପୋର୍ଟ ମୁତାବକ ହିସାରର ଲିତାନୀ ଗାଁର ପଶୁପାଳକ ସୁଖବୀର ଢାଣ୍ଡା ସରସ୍ୱତୀକୁ ୫୧ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ସରସ୍ୱତୀକୁ ବିଦା କରିବା ଦିନ ସେ ଗାଁରେ…