Below header
Browsing Tag

puri airport

ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର ପ୍ରସଙ୍ଗ: ଦିଲ୍ଲୀ ଗଲା ପୁରୀ ପାଣିପାଗ ରିପୋର୍ଟ

କେନ୍ୟୁଜ୍(ବ୍ୟୁରୋ): ପୁରୀରେ ହେବ ବିଶ୍ୱ ସ୍ତରୀୟ ବିମାନବନ୍ଦର । ଏଥିପାଇଁ କେନ୍ଦ୍ରୀୟ ଟିମ୍‌କୁ ୨୦ ବର୍ଷର ପାଣିପାଗ ତଥ୍ୟ ପଠାଯାଇଛି । ଏଥିରେ ପୁରୀର ପବନର ଗତି ଓ ଦିଗ ବାବଦରେ ଟିକିନିଖି ତଥ୍ୟ ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ୨୦୦୦ରୁ ୨୦୨୦ ପର୍ଯ୍ୟନ୍ତ ପବନର ବେଗ ଓ…

ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର, ଆସନ୍ତା ସପ୍ତାହରେ ସର୍ଭେ କରିବାକୁ ଆସିବ AAI ଟିମ୍‌

ପୁରୀ: ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର । ଆସନ୍ତା ସପ୍ତାହରେ ବିମାନ ପ୍ରାଧିକରଣର ଏକ ଟିମ୍‌ ପୁରୀ ଆସିବ । ସର୍ଭେ କରିବାକୁ ଏହି ଟିମ୍‌ ଆସିବ ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପିନାକି ମିଶ୍ର । ପୁରୀ ପ୍ରତି…