ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର, ଆସନ୍ତା ସପ୍ତାହରେ ସର୍ଭେ କରିବାକୁ ଆସିବ AAI ଟିମ୍‌

ପୁରୀ: ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର । ଆସନ୍ତା ସପ୍ତାହରେ ବିମାନ ପ୍ରାଧିକରଣର ଏକ ଟିମ୍‌ ପୁରୀ ଆସିବ । ସର୍ଭେ କରିବାକୁ ଏହି ଟିମ୍‌ ଆସିବ ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପିନାକି ମିଶ୍ର । ପୁରୀ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ନବୀନ ପଟ୍ଟନାୟକଙ୍କମ ଉଦ୍ୟମରେ ପୁରୀର ଚିତ୍ର ସମ୍ପୂର୍ଣ୍ଣ ବଦଳିବ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.