Browsing Tag

puri election

ଚତୁର୍ଥ ପର୍ଯ୍ୟାୟରେ ନିମାପଡ଼ା ଓ କାକଟପୁରରେ ଭୋଟ୍‌ ଗ୍ରହଣ, ଇଭିଏମ୍‌ ଓ ଭିଭିପିଏଟି ଧରି ମତଦାନ କେନ୍ଦ୍ର ଗଲେଣି ପୋଲିଂ…

ପୁରୀ(କେନ୍ୟୁଜ୍) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର। ମତଦାନ କେନ୍ଦ୍ର ଅଭିମୁଖେ ଯାଉଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ। ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇଭିଏମ୍‌ ଓ…