ଆଜି ସୁନାବେଶ: ମହଣ ମହଣ ସୁନା ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର
ପୁରୀ (କେନ୍ୟୁଜ): ଆଜି ରତ୍ନଅଳଙ୍କାରରେ ଝଲସିବେ ବିଶ୍ୱନୟନ୍ତା। ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଦାରୁବିଗ୍ରହ। ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ। ଏହି ବେଶକୁ ବଡ଼ ତଡାଉ ବେଶ ମଧ୍ୟ କହାଯାଏ। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାରଘରୁ ବାହାରିବ…