ପୁରୀ ହିଂସା ଘଟଣା : ଆଉ ୧୫ ଜଣଙ୍କୁ ଗିରଫ କଲା ପୋଲିସ
ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବନ୍ଦ ପାଳନ ବେଳେ ହିଂସା ଘଟଣାରେ ପୋଲସର କାର୍ଯ୍ୟାନୁଷ୍ଠାନ ଜାରି । ବୁଧବାର ଦିନ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ଆଜି ଆଉ ୧୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଏହି ଘଟଣାରେ ପୂର୍ବରୁ ୪୧…